ଶିଶୟିଷୁ Ṡiṡayishu

  • ସଂ. ବିଣ (ପୁଂ ଓ ସ୍ତ୍ରୀ)—(ଶୀ ଧାତୁ+ଇଚ୍ଛାର୍ଥେ ସନ୍+ଭାବ +ଅ+ଉ) — ଶୋଇବାକୁ ଇଚ୍ଛୁକ (ବ୍ଯକ୍ତି) — Desiring sleep; sleepy