ଶିଶ୍ନୋଦର ପରାୟଣ Ṡiṡnodara parāyaṇa

  • ସଂ. ବିଣ. ପୁଂ — ଆହାର ଓ ମୈଥୁନାସକ୍ତ — Lascivious and epicurean greedy and voluptuous
  • ସଂ. ବିଣ. ପୁଂ — [ଉ—ଯେ ଶିଶ୍ନୋଦର ପରାୟଣ, ଅସାଧୁନୀତି ଯେ ଦୁର୍ଜନ। ଜଗନ୍ନାଥ. ଭାଗବତ।]