ଶିଶୋଦୀୟ Ṡiṡodīya

  • ସଂ. ବି — ରାଜପୁତମାନଙ୍କର ଶାଖା ବିଶେଷ — A class or clan of Rājputs
  • ସଂ. ବି — [ଉ— ଚୌହାନ ରାଠୋର ଶିଶୋଦୀୟ ଯଶ ଗାଇ କରୁଥିଲେ ପୀୟୂଷପାନ। ନନ୍ଦକିଶୋର, କୃଷ୍ଣକୁମାରୀ।]