ଶିଶୁ ସ୍ୱଭାବ Ṡiṡ swabhāba

  • ସଂ. ବି. ( 6 ଷ୍ଠୀ ତତ୍) — ଶିଶୁର ସ୍ୱଭାବ — The nature of infants
  • ସଂ. ବି. ( 6 ଷ୍ଠୀ ତତ୍) — (ଭଲ ଅର୍ଥ) ଶିଶୁ ପରି ସରଳ ପ୍ରକୃତି ବା ସାରଲ୍ୟ — Childlike nature; childlike frankness or simplicity
  • ସଂ. ବି. ( 6 ଷ୍ଠୀ ତତ୍) — (ମନ୍ଦାର୍ଥ) ପିଲାଳିଆ ଚପଳ ପ୍ରକୃତି — Childish nature
  • ସଂ. ବି. ( 6 ଷ୍ଠୀ ତତ୍) — କୋମଳ ସ୍ୱଭାବ — Tenderness found in children
  • ବି. ପୁଂ (ବହୁବ୍ରୀହି) ଶିଶୁର ସ୍ୱଭାବ ବିଶିଷ୍ଟ — Having the nature of child or childish or childlike nature