ଶିଶୁ ରନ୍ଧ୍ର Ṡisu randha

  • ଦେ. ବି — ସୁଷୁମ୍ନା ନାଡ଼ାମଧ୍ୟରେ ଥିବା ଛିଦ୍ର — A hole in the vein running over and along the backbone between Iḍā and piṅgaḻā
  • ଦେ. ବି — [ଉ—ଶିଶୁରନ୍ଧ୍ରେ ରନ୍ଧ୍ର ବାଟ ଅଛି ସେ ଠାବକୁ—ପ୍ରାଚୀ ବ୍ରହ୍ମନିରୂପଣଗୀତ।]