ଶିଶୁ ପାଠ Ṡiṡu pāṭha

  • ସଂ. ବି. ( 6 ଷ୍ଠୀ ତତ୍) — 1 ଶିଶୁମାନଙ୍କ ପଢ଼ିବା ନିମନ୍ତେ ଅଭିପ୍ରେତ ପୁସ୍ତକ — 1ଶିଶୁମାନଙ୍କ ପଢ଼ିବା ନିମନ୍ତେ ଅଭିପ୍ରେତ ପୁସ୍ତକ—A book readable by children
  • ସଂ. ବି. ( 6 ଷ୍ଠୀ ତତ୍) — 2 ଯେଉଁ ପାଠକୁ ଶିଶୁମାନେ ଘୋଷି କରି ପଢ଼ନ୍ତି — 2ଯେଉଁ ପାଠକୁ ଶିଶୁମାନେ ଘୋଷି କରି ପଢ଼ନ୍ତି—A lesson to be got by heart by children
  • ସଂ. ବି. ( 6 ଷ୍ଠୀ ତତ୍) — (ଉ—ବହନ ଗହନ ଗାମୀ ହେଉ ରାମ, ଶିଶୁପାଠ ପରା ଘୋଷେ। ଭଞ୍ଜ—ବୈଦେହୀଶବିଳାସ।)