ଶିଶୁ ତେଲ Ṡiṡu tela

  • ଦେ. ବି — ଶିଶୁ କାଠରୁ ଅଗ୍ନି ସାହାଯ୍ଯରେ ବାହାର କରା— ଯିବା ତୈଳ — Oil extracted from the Sissoo wood
  • ଦେ. ବି — [ଉ— ଏହା ଗର୍ମି ରୋଗରେ ବ୍ଯବହୃତ ହୁଏ।]