ଶିଶୁ ଚାନ୍ଦାକୃଚ୍ଛ Ṡiṡu chākruchchhra

  • ସଂ. ବି — ସ୍ୱଳ୍ପ ଚାନ୍ଦ୍ରାୟଣ; ସହଜସାଧ୍ୟ ଚାନ୍ଦ୍ରାୟଣ ବ୍ରତବିଶେଷ — A kind of easily accomplishable religious penance
  • ସଂ. ବି — [ଦ୍ର—ଏ ବ୍ରତରେ କଠୋରତା ଅଳ୍ପ। ବ୍ରାହ୍ମଣ ସଂଯତଚିତ୍ତ ହୋଇ ପ୍ରାତଃକାଳରେ ଚାରି ଗ୍ରାସ (ଗୁଣ୍ଡା) ମାତ୍ର ଅନ୍ନ ଓ ସୂର୍ଯ୍ୟାସ୍ତ ପରେ ଚାରି ଗ୍ରାସମାତ୍ର ଅନ୍ନ ଭୋଜନ କରି ଏ ବ୍ରତ ପାଳନ କରିବେ। ଚନ୍ଦ୍ରର ହ୍ରାସବୃଦ୍ଧି ନିର୍ବିଶେଷରେ ଏହି ନିୟମରେ ଆହାର କରିବାକୁ ହୁଏ—ବିଶ୍ୱକୋଷ।]