ଶିଶିରକୁମାର ଘୋଷ Ṡiṡirakumāra ghosha

  • ଦେ. ବି (ନାମ) — ବଙ୍ଗଦେଶୀୟ ପ୍ରସିଦ୍ଧ ସ୍ୱର୍ଗୀୟ ଜନହିତୈଷୀ (ଦ୍ର—ଖ୍ରୀ 1842 1911 ; ଏ ଗୌରଭକ୍ତ ବୈଷ୍ଣବ ଓ କଲିକତାର ବିଖ୍ୟାତ 'ଅମୃତବଜାର ପତ୍ରିକା ନାମକ ସଂବାଦ ପତ୍ରର ସଂପାଦକ ଥିଲେ। ନୀଳକର ସାହେବମାନଙ୍କ ଅତ୍ୟା— ଚାରରୁ ବଙ୍ଗଦେଶର ନୀଳଚାଷିମାନଙ୍କୁ ରକ୍ଷା କରିବା ପାଇଁ ଏ ଘୋର ଆନ୍ଦୋଳନ ଚଲାଇଥିଲେ। ଏ ବଙ୍ଗଭାଷାରେ ଅମୀୟ ନିମାଇ ଚରିତ ଓ ଇଂଗ୍ରାଜୀରେ — ବଙ୍ଗଦେଶୀୟ ପ୍ରସିଦ୍ଧ ସ୍ୱର୍ଗୀୟ ଜନହିତୈଷୀ (ଦ୍ର—ଖ୍ରୀ18421911; ଏ ଗୌରଭକ୍ତ ବୈଷ୍ଣବ ଓ କଲିକତାର ବିଖ୍ୟାତ 'ଅମୃତବଜାର ପତ୍ରିକା ନାମକ ସଂବାଦ ପତ୍ରର ସଂପାଦକ ଥିଲେ ନୀଳକର ସାହେବମାନଙ୍କ ଅତ୍ୟା— ଚାରରୁ ବଙ୍ଗଦେଶର ନୀଳଚାଷିମାନଙ୍କୁ ରକ୍ଷା କରିବା ପାଇଁ ଏ ଘୋର ଆନ୍ଦୋଳନ ଚଲାଇଥିଲେ ଏ ବଙ୍ଗଭାଷାରେ ଅମୀୟ ନିମାଇ ଚରିତ ଓ ଇଂଗ୍ରାଜୀରେLord Gauranga(ପ୍ରଭୁ ଗୌରାଙ୍ଗ)ନାମକ ଶ୍ରୀଚୈତନ୍ୟ ବିଷୟକ ଗ୍ରନ୍ଥ ରଚନା କରି ଚୈତନ୍ୟଙ୍କ ବିଷୟ ପାଶ୍ଚାତ୍ୟ ଜଗତରେ ପ୍ରଖ୍ୟାତ କରି ଯାଇଅଛନ୍ତି)—Name of a Bengalee publicist, author and devotee, follower of Chaitanya