ଶିଳ୍ପିକା Ṡiḻpikā
- ସଂ. ବି — 1 (ବୈଦ୍ଯକ)—ମହାରାଷ୍ଟ୍ର ଦେଶୀୟ ତୃଣ ବିଶେଷ [ଉ—ଏହା ମଧୁର ରସ, ଉଷ୍ଣ ବୀର୍ଯ୍ଯ ଓ ବଳ ବୀର୍ଯ୍ଯ କାରକ) — 1(ବୈଦ୍ଯକ)—ମହାରାଷ୍ଟ୍ର ଦେଶୀୟ ତୃଣ ବିଶେଷ [ଉ—ଏହା ମଧୁର ରସ, ଉଷ୍ଣ ବୀର୍ଯ୍ଯ ଓ ବଳ ବୀର୍ଯ୍ଯ କାରକ)1. A species of grass used in medicine
- ସଂ. ବି — [ଦ୍ର— ଏହା ମୂତ୍ରରୋଧ, ଅଶ୍ମରୀ, ଶୂଳ, ଜ୍ୱର ଓ ପିତ୍ତ ନାଶକ—ବିଶ୍ୱକୋଷ]
- ସଂ. ବି — 2 ଶିଳ୍ପିକର ସ୍ତ୍ରୀ ଲିଙ୍ଗ — 2ଶିଳ୍ପିକର ସ୍ତ୍ରୀ ଲିଙ୍ଗ2. Feminine of Ṡilpīka