ଶିଳ୍ପ ଲିପି Ṡiḻpa lipi

  • ସଂ. ବି—(ଶିଳ୍ପଜନିତଲିପି; ମ. ପ. ଲୋ) — ପ୍ରସ୍ତରାଦିରେଖୋଦିତ ବା ଉତ୍କୀର୍ଣ୍ଣ ଲେଖ; ଯେଉଁ ଲେଖାରେ କାରିଗରି ଥାଏ — Artistic writing