ଶିଳ୍ପ ଜୀବୀ Ṡiḻpajībī

  • ସଂ. ବିଣ ଓ ବି. ପୁଂ (ଶିଳ୍ପ+ଜୀବ ଧାତୁ+କର୍ତ୍ତୃ. ଇନ୍=ଶିଳ୍ପ— ଜୀବିନ୍; 1 ମା. 1 ବ) — ଯେ ଶିଳ୍ପଦ୍ୱାରା ଜୀବିକା ନିର୍ବାହ କରେ; କାରିଗର; ବ୍ଯବସାୟୀ — Artisan; professional artist