ଶିଳୌକାଃ Ṡiḻa̲u̲kāḥ

  • ସଂ. ବି—(ଶିଳୌକସ୍ ଶବ୍ଦ 1 ମା. 1 ବ; ବହୁବ୍ରୀହି; ଶିଳା ପର୍ବତ ହୋଇଅଛି ଓକଃ=ବାସସ୍ଥାନ ଯାହାର) — ପକ୍ଷୀରାଜ ଗରୁଡ଼ — Garuṟḍ̠a, the mythological king of birds
  • ସଂ. ବିଣ — ପାର୍ବତ୍ୟ; ପର୍ବତ— ବାସୀ — Living in the mountain