ଶିଳୋଞ୍ଛ Ṡiḻoṅchha
- ସଂ. ବି—(ଶିଳ+ଉଞ୍ଚ) — ଶିଳବୃତ୍ତି ଓ ଉଞ୍ଛବୃତ୍ତି; କ୍ଷେତ୍ରରୁ ଶସ୍ୟ କେଣ୍ଡାର ଆହରଣ — The collecting of the grains and the ears of corn left in field after harvesting
- ସଂ. ବି—(ଶିଳ+ଉଞ୍ଚ) — [ଉ— ଧାନ୍ୟ ଯାଚ୍ଜ୍ଞା ପ୍ରତିଦିନ, ଯେ ଅବା ବୃତ୍ତି ଶିଳୋଞ୍ଛନ। ଜଗନ୍ନାଥ. ଭାଗବତ।]