ଶିଳେଇବା Ṡiḻeibā

  • ଦେ. କ୍ରି—(ସଂ. ଶିଳରୁ ଓଡ଼ିଆ ନାମ ଧାତୁ) — ଖୁର ଆଦିର ଦାଢ଼ କରିବା ପାଇଁ ଶିଳରେ ଘସିବା; ପକାଇବା — To whet razor etc on a whetstone