ଶିଳୀନ୍ଧ୍ର Ṡiḻīndhra

  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — ଶିଳିନ୍ଦ (ଦେଖ) — Ṡiḻinda (See)
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — କନ୍ଦଳୀ ଗୁଳ୍ମ; ଭୂମି କଦଳୀ — A sort of arum; Arum Campa nulatam
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — କଦଳୀ ପୁଷ୍ପ; ଭଣ୍ଡା — The flowers of plantain
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — ଛତ୍ରାକ; ଛତୁ; ପାଳଛତୁ ବା ଭୂଇଁ ଛତୁ — Mushroom; fungus; Agaricus Compestris
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — ଗୋବର ଛତୁ — Mush- room coming out of cowdung pit
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — (ଉ—ହୀରକ, କରଙ୍କ ତାଟଙ୍କ ଅଟକ ନ ରହି କର୍ଣ୍ଣରୁ ଗଳି, ଅବନୀରେ ପଡି ଶିଳୀନ୍ଧ୍ର କୁସୁମ ଫୁଟିଲା ପରାଏ ଝଳି— କବିସୂର୍ଯ୍ୟ. ସଙ୍ଗୀତ)
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — [ଦ୍ର—ଏହାର ଅନ୍ଯ ନାମ ଭୂମିଛନ୍ନ; ଭୂଛତ୍ରାକ, ଛତ୍ରିକା। କ୍ଳିନ୍ନଭୂମି, ଗୋମୟ, ସଢ଼ା କାଠ, ସଢ଼ା ପାଳ, ଉଇ ହୁଙ୍କା ଇତ୍ୟାଦିରେ ନାନା ପ୍ରକାରର ଓ ବର୍ଣ୍ଣର ଓ ଆକୃତିର ଛତୁ ଉଠେ। କେତେକ ପ୍ରକାରର ଛତୁ (ହୁଙ୍କା ଛତୁ, ଭୂଇଁ ଛତୁ)କୁ ଲୋକେ ରାନ୍ଧିକରି ଖାଆନ୍ତି। ଅନ୍ଯ ପ୍ରକାର ଛତୁ (ଗୋବର ଛତୁ) ମାନ ବିଷାକ୍ତ।]
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — କରକା — Hailstone
  • ସଂ. ବି (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ) — କାଷ୍ଠ କଦଳୀ (ହି. ଶ) — A kind of hard plantain