ଶିଳୀନ୍ଦ୍ର Ṡiḻīndra

  • ଦେ. ବି (ସଂ. ଶିଳୀନ୍ଧ୍ର) — ଛତୁ — Mushroom, toad stool
  • ଦେ. ବି (ସଂ. ଶିଳୀନ୍ଧ୍ର) — (ଉ—ତାଙ୍କୁ ତୁଳନାରେ ଆନ କବି ଛତ୍ର ପାଶେ ଶିଳୀନ୍ଦ୍ର ସମାନ—ଚିନ୍ତାମଣି. ବିକ୍ରମାଦିତ୍ୟ)