ଶିଳିପୁତା Ṡiḻi puta

  • ଦେ. ବି [ସଂ. ଶିଳାପୁତ୍ର] — ଯେଉଁ କ୍ଷୁଦ୍ର ଗୋଲ ଓ ଲମ୍ବ ପ୍ରସ୍ତର ଖାଣ୍ଡ ଧରି ଶିଳ ଉପରେ ପଦାର୍ଥକୁ ବାଟିବାକୁ ହୁଏ। — The small stone by Which articles are pounded or pestled on a slab of stone; Pestle-stone
  • ଦେ. ବି [ସଂ. ଶିଳାପୁତ୍ର] — [ଉ—ଉଠିଲେ ଭବ ସୁଖ ଦାତା ଘରୁ ଆଣିଲେ ଶିଳପୁତା ଜଗନ୍ନାଥ—ଭାଗବତ ଉ—ଶିଳଶିଳପିତା ଗଗନେ ଉଡ଼ୁଛନ୍ତି, ଶିମିଳି ତୁଳା କହୁଛି ମୋତେ ରଖ୍—ଢଗ।]
  • ଦେ. ବି [ସଂ. ଶିଳାପୁତ୍ର] — [ଦ୍ର—ବହୁକାଳ ବ୍ଯବହାର ହେବା ପରେ ଘୋରି ହୋଇ ମୁଣ୍ଡଟି ମାତ୍ର ଅବଶିଷ୍ଟ ରହିଥିବା ଶିଳପା ଖଣ୍ଡକୁ 'ମୁଣ୍ଡି ଶିଳପୁଆ' କହନ୍ତି।]