ଶିଳିନ୍ଦ Ṡiḻinda
- ସଂ. ବି — ମତ୍ସ୍ୟ ବିଶେଷ; ଜଳଙ୍ଗ ମାଛ — A species of fish; Silundia Gangetica
- ସଂ. ବି — [ଦ୍ର—ଏହା ଅଶଳ୍କ, ଗୁମ୍ଫାବିଶିଷ୍ଟ କର୍ଦ୍ଦମଚର ମାଛ। ଏହା ଆଡ଼ି ମାଛ ପରି ନଈରେ ଥାଏ; ଲମ୍ବରେ 3\4 ହାତ ବଢ଼େ; ଆଖି ଛୋଟ; ପାଣିରୁ ବାହାରକୁ ଆଣିଲେ ଶୀଘ୍ର ମରେ ନାହିଁ। ଏହା ଶ୍ଳେଷ୍ମକର, ମଧୁର ବିପାକ, ମଧୁର ରସ, ବଳବର୍ଦ୍ଧକ, ଗୁରୁ, ବାତ ପିତ୍ତନାଶକ, ହୃଦ୍ୟ ଓ ଆମବାତ ଆଦି ରୋଗକାରକ।] — [ଦ୍ର—ଏହା ଅଶଳ୍କ, ଗୁମ୍ଫାବିଶିଷ୍ଟ କର୍ଦ୍ଦମଚର ମାଛ ଏହା ଆଡ଼ି ମାଛ ପରି ନଈରେ ଥାଏ; ଲମ୍ବରେ3\4ହାତ ବଢ଼େ; ଆଖି ଛୋଟ; ପାଣିରୁ ବାହାରକୁ ଆଣିଲେ ଶୀଘ୍ର ମରେ ନାହିଁ ଏହା ଶ୍ଳେଷ୍ମକର, ମଧୁର ବିପାକ, ମଧୁର ରସ, ବଳବର୍ଦ୍ଧକ, ଗୁରୁ, ବାତ ପିତ୍ତନାଶକ, ହୃଦ୍ୟ ଓ ଆମବାତ ଆଦି ରୋଗକାରକ]