ଶିଳାନ୍ଧ୍ରା Ṡiḻindhrā

  • ସଂ. ବି (ଶିଳୀନ୍ଧ+ଆ) — ପକ୍ଷିଣୀ ବିଶେଷ — A sort of female bird
  • ସଂ. ବି (ଶିଳୀନ୍ଧ+ଆ) — କନ୍ଦଳୀ; ଖାଦ୍ୟକନ୍ଦ ବିଶେଷ — A species of arum
  • ସଂ. ବି (ଶିଳୀନ୍ଧ+ଆ) — ମୃତ୍ତିକା — Earth; soil
  • ସଂ. ବି (ଶିଳୀନ୍ଧ+ଆ) — ଭେକୀ — The female frog