ଶିଳା ଧାତୁ Ṡiḻādhātu

  • ସଂ. ବି. — ଖଡ଼ି; ପୀତ ଗୈରିକ — Yellow chalk
  • ସଂ. ବି. — ସ୍ୱର୍ଣ୍ଣ ଗୈରିକ; ହଳଦିଆ ଗେରୁ — Yellow ochre
  • ସଂ. ବି. — ଚିନି — White sugar