ଶିଳ ଶିଳପୁଆ Ṡiḻā ṡiḻapuā

  • ଦେ. ବି.—(ସଂ. ଶିଳା+ଶିଳା ପୁତ୍ର) — ବଟା ହେବା ନିମନ୍ତେ ବ୍ଯବହୃତ ଭୂମିରେ ପାତିତ ଶିଳାପଟ୍ଟ ଓ ବାଟିବା ନିମନ୍ତେ ବ୍ଯବହୃତ ଲମ୍ବ ଛୋଟ ଶଳା ଖଣ୍ଡ — , The pestling slab and the pestling stone
  • ଦେ. ବି.—(ସଂ. ଶିଳା+ଶିଳା ପୁତ୍ର) — (ଲକ୍ଷଣାର୍ଥ)— ଭାରି ବସ୍ତୁ ସମୂହ — (figurative) Heavy things
  • ଦେ. ବି.—(ସଂ. ଶିଳା+ଶିଳା ପୁତ୍ର) — [ଉ—ଶିଳ ଶିଳପୁଆ ଗଗନେ ଉଡୁଛନ୍ତି' ଶିମିଳି ତୁଳା କହୁଛି ମୋତେ ରଖ୍—ଢଗ।]