ଶିଲ୍ (ଧାତୁ) Ṡiḻ (root)

  • ସଂ — ଉଞ୍ଛବୃତ୍ତି କରିବା; କୃଷକଦ୍ୱାରା କ୍ଷେତରୁ ଶସ୍ୟ କଟା ହୋଇ ନିଆ ହେବା ପରେ କ୍ଷେତରେ ପଡ଼ିଥିବା ଶସ୍ୟାଦିକୁ (ଅନ୍ୟ ବ୍ଯକ୍ତି) ଗୋଟାଇ କରି ନେବା — To pick up the corn left in the field after harvesting
  • ସଂ — ନିପୁଣ ହେବା — To be able; to be an expert