ଶିଲିଙ୍ଗ୍ Ṡiliṅg
- ବୈଦେ. ବି (ଇଂ. ଶିଲିଙ୍ଗ) — ଇଂରାଜଦେଶ ପ୍ରଚଳିତ ରୌପ୍ୟମୁଦ୍ରା ବିଶେଷ — Shilling
- ବୈଦେ. ବି (ଇଂ. ଶିଲିଙ୍ଗ) — (ଏହାର ମୂଲ୍ୟ ଭାରତରେ ବର୍ତ୍ତମାନ ପ୍ରାୟ ବାରଅଣା)
- ବୈଦେ. ବି (ଇଂ. ଶିଲିଙ୍ଗ) — [ଦ୍ର— 1 ଶିଲିଙ୍ଗ୍= 12 ପେନସ୍ (ପେନନୀର ବହୁବଚନ ପେନ୍ସ୍) 20 ଶିଲିଙ୍ଗ୍= 1 ପାଉଣ୍ଡ, 21 ଶିଲିଙ୍ଗ୍ = 1 ଗିନି (ସୁନା ମୋହର)।] — [ଦ୍ର—1ଶିଲିଙ୍ଗ୍=12ପେନସ୍ (ପେନନୀର ବହୁବଚନ ପେନ୍ସ୍)20ଶିଲିଙ୍ଗ୍=1ପାଉଣ୍ଡ,21ଶିଲିଙ୍ଗ୍ =1ଗିନି (ସୁନା ମୋହର)]