ଶିଲାବସ୍ Ṡilabas

  • ଦେ. ବି (ଇଂ) — ପାଠ୍ୟ ନିର୍ଘଣ୍ଟ; ବିଦ୍ଯାଳୟର ବିଭିନ୍ନ ଶ୍ରେଣୀରେ ପଢ଼ାଯିବା ପାଇଁ ଶିକ୍ଷା— ବିଭାଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ପାଠ ସମ୍ବନ୍ଧୀୟ ସୂଚନା — Syllabus