ଶିଲ କରିବା Ṡila karibā

  • ପ୍ରାଦେ. କ୍ରି — (ଗଡଜାତ)—କୌଣସି ବ୍ଯକ୍ତିର ଉପକାର ବା ହିତ ସାଧନ କରିବା — To benifit a person
  • ପ୍ରାଦେ. କ୍ରି — (ବାଙ୍କି) କାମ କରିବାଦ୍ୱାରା କୌଣସି ବ୍ଯକ୍ତିର ପରିଶ୍ରମକୁ ଲାଘବ କରିବା — 2. To lighten one's labour