ଶିର Ṡira
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ଶିରଃ; ମସ୍ତକ; ମୁଣ୍ଡ — Head
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ସର୍ବୋଚ୍ଚଭାଗ; ଶିଖର — Top; summit; acme; pinnacle
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ବୃକ୍ଷାଗ୍ର — Top of a tree
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ସୈନ୍ୟର ଅଗ୍ରବର୍ତ୍ତୀ ଦଳ — The advance-guard of an army
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ପିପ୍ପଳୀ— ମୂଳ — The root of long pepper
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ପ୍ରଧାନ; ଅଧ୍ୟକ୍ଷ — The head of an institution
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ଅଜଗର — Boa constrictor; a huge species of serpent
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ଶଯ୍ୟା; ବିଛଣା — Bed; bedding
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ମୁଣ୍ଡର ଖପୁରୀ (ହି. ଶ.) — Skull
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ପଦ୍ୟର ଚରଣର ଆରମ୍ଭ (ହି. ଶ.) — The beginning of a line of a poem
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ମୁଖ୍ୟ ବ୍ଯକ୍ତି (ହି. ଶ) — Headman
- ସଂ. ବି (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫା. ସର=ମୁଣ୍ଡ) — ନେତା (ହି. ଶ.) — Leader