ଶିରୋମାଳା Ṡiromāḻā
- ସଂ. ବି (ମ. ପ. ଲୋ; ଶିରସ୍+ମାଳା) — ଶିରରେ ପିନ୍ଧା ଯିବା ମାଳା — A chaplet worn round the head
- ସଂ. ବି (ମ. ପ. ଲୋ; ଶିରସ୍+ମାଳା) — ନରମୁଣ୍ଡମାନଙ୍କରେ ଗୁନ୍ଥା ହୋଇଥିବା ମାଳା — A garland made of skulls strung together
- ସଂ. ବି (ମ. ପ. ଲୋ; ଶିରସ୍+ମାଳା) — [ଦ୍ର—ମହାଦେବ ଓ କାଳୀ ଶିରୋମାଳା ପରିଧାନ କରନ୍ତି।]