ଶିରୋମଣି Ṡiro maṇi
- ସଂ. ବି (ଶିରଃ+ମଣି; ମ. ପ. ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି) — ଶିରୋରତ୍ନ; ମସ୍ତକରେ ପିନ୍ଧାଯିବା ରତ୍ନ ଭୂଷଣ — A gem worn on the head
- ସଂ. ବି (ଶିରଃ+ମଣି; ମ. ପ. ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି) — ମୁକୁଟସ୍ଥ ରତ୍ନ — A gem on the crown; a crest jewel
- ସଂ. ବି (ଶିରଃ+ମଣି; ମ. ପ. ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି) — ବିଶିଷ୍ଟ ପଣ୍ଡିତମାନଙ୍କୁ ଦିଆ— ଯିବା ଉପାଧି — A title given to Pandits
- ସଂ. ବି (ଶିରଃ+ମଣି; ମ. ପ. ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି) — ଶ୍ରେଷ୍ଠ ବ୍ଯକ୍ତି — An eminent person
- ସଂ. ବି (ଶିରଃ+ମଣି; ମ. ପ. ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି) — ମାଳାର ମେରୁ (ହି. ଶ) — The head bead of a rosary
- ଦେ. ବି. ପୁଂ. ଓ ସ୍ତ୍ରୀ — ଦଳର ବା ଶ୍ରେଣୀର ଶ୍ରେଷ୍ଠ ବ୍ଯକ୍ତି — Chief amongst a class of person
- ଦେ. ବି. ପୁଂ. ଓ ସ୍ତ୍ରୀ — ଅଗ୍ରଣୀ; ଅଗ୍ରଗଣ୍ୟ ବ୍ଯକ୍ତି — Headman; leader
- ଦେ. ବି. ପୁଂ. ଓ ସ୍ତ୍ରୀ — [ଯଥା—ଧୁର୍ତ୍ତ ଶିରୋ— ମଣି, ଚତୁର ଶିରୋମଣି, ନାଗରୀ ଶିରୋମଣି।]