ଶିରୋଭୂଷଣ Ṡirobhūshṇa

  • ସଂ. ବି—( 6 ଷ୍ଠୀ ତତ୍) — ମୁଣ୍ଡରେ ପିନ୍ଧା ଯିବା ଅଳଙ୍କାରାଦି — Ornaments for the head
  • ସଂ. ବି—( 6 ଷ୍ଠୀ ତତ୍) — ଉଷ୍ଣୀଷ; ପଗଡ଼ୀ; ମୁକୁଟ — Turban; cap; crown
  • ସଂ. ବି—( 6 ଷ୍ଠୀ ତତ୍) — ଶିରୋମଣି— ଶ୍ରେଷ୍ଠ ବ୍ଯକ୍ତି (ହି. ଶ.) — Eminent person