ଶିରୋବସ୍ତି Ṡirobasti

  • ସଂ. ବି — ବାତଜ ଶିରୋବ୍ଯଥାର ଉପଚାର ବିଶେଷ [ହି. ଶ] — A kind of fomentation for head diseases
  • ସଂ. ବି — [ଦ୍ର—ବିରିବଟା ଦ୍ୱାରା ମୁଣ୍ଡ ଉପରେ ଆଠ ବା ଷୋଳ ଆଙ୍ଗୁଳର ଗୋଲାକାର ବନ୍ଧ ବାନ୍ଧି ତହିଁ ମଧ୍ୟରେ ଗରମ ତେଲ ରଖି 4 ଘଡ଼ିରେ ବାହାର କରିବା ଶିରୋବସ୍ତି; ଏଥିରେ ବାତଜ ଶିରୋରୋଗ, କର୍ଣ୍ଣରୋଗ, ଗ୍ରୀବାରୋଗ, ଥୋଡ଼ରୋଗ 4\5 ଦିନେ ଭଲ ହୁଏ] — [ଦ୍ର—ବିରିବଟା ଦ୍ୱାରା ମୁଣ୍ଡ ଉପରେ ଆଠ ବା ଷୋଳ ଆଙ୍ଗୁଳର ଗୋଲାକାର ବନ୍ଧ ବାନ୍ଧି ତହିଁ ମଧ୍ୟରେ ଗରମ ତେଲ ରଖି4ଘଡ଼ିରେ ବାହାର କରିବା ଶିରୋବସ୍ତି; ଏଥିରେ ବାତଜ ଶିରୋରୋଗ, କର୍ଣ୍ଣରୋଗ, ଗ୍ରୀବାରୋଗ, ଥୋଡ଼ରୋଗ4\5ଦିନେ ଭଲ ହୁଏ]