ଶିରୋଧିଜା Ṡirodhijā

  • ସଂ. ବି (ଶିରୋଧି+ଜନ୍ ଧାତୁ+କର୍ତ୍ତୃ. ଅ+ଆ) — ଶିରା; ନାଡ଼ୀ — Veins
  • ସଂ. ବି (ଶିରୋଧି+ଜନ୍ ଧାତୁ+କର୍ତ୍ତୃ. ଅ+ଆ) — [ତୁଳ. ଓଡ଼ିଆ ଢଗ— ସବୁ ଶିରଯାକ ବେକରେ ନୋଚା।]