ଶିରୋଧାର୍ଯ୍ୟ Ṡiro dhārj̄ya
- ସଂ. ବିଣ ( 7 ମୀ ତତ୍; ଶିରଃ+ଧାର୍ଯ୍ଯ) — ମସ୍ତ— କରେ ଧାରଣ କରିବା ଯୋଗ୍ୟ — Fit to be worn on the head
- ସଂ. ବିଣ ( 7 ମୀ ତତ୍; ଶିରଃ+ଧାର୍ଯ୍ଯ) — ଅବଶ୍ୟ ପାଳନୀୟ — Fit to be obeyed
- ସଂ. ବିଣ ( 7 ମୀ ତତ୍; ଶିରଃ+ଧାର୍ଯ୍ଯ) — ଅତିଶୟ ମାନ୍ୟ — Much respected
- ସଂ. ବିଣ ( 7 ମୀ ତତ୍; ଶିରଃ+ଧାର୍ଯ୍ଯ) — ସାଦର ଅଙ୍ଗୀକରଣୀୟ — Fit to be respectfully agreed to