ଶିରୋଧାନ Ṡirodhāna

  • ସଂ. ବି (ଶିରସ୍+ଧା ଧାତୁ+ଅଧିକରଣ ଅନ) ଖଟର ବା ପଲଙ୍କର ମୁଣ୍ଡ ରଖିବା ସ୍ଥାନ — The part of the bedstead where the head rests
  • ସଂ. ବି (ଶିରସ୍+ଧା ଧାତୁ+ଅଧିକରଣ ଅନ) ଶିରାନା (ଦେଖ) — Ṡirānā (See)