ଶିରୋଧରା Ṡirodhara

  • ସଂ. ବି (ଶିରସ୍+ଧୃ ଧାତୁ+କର୍ତ୍ତୃ. ଅ; +ଆ) — ବେକ; ଗ୍ରୀବା — The neck
  • ସଂ. ବି (ଶିରସ୍+ଧୃ ଧାତୁ+କର୍ତ୍ତୃ. ଅ; +ଆ) — [ଉ—କୁଟିଳ ଭାବେ ଶିରୋଧର, ପୃଷ୍ଠ କୁଟିଳ କଳେବର—ଜଗନ୍ନାଥ. ଭାଗବତ।]