ଶିରୋଗେହ Ṡirogeha

  • ସଂ. ବି (ଶିରଃ+ଗୃହ; ଶିର=ପ୍ରାସାଦରେ ଶିରୋ— ଭାଗରେ ଥିବା ଗୃହ) — ଚନ୍ଦ୍ରଶାଳା; ଅଟ୍ଟାଳିକା ଉପରିସ୍ଥ ଗୃହ — A room at the top of a house; attic