ଶିରେଞ୍ଚାଇବା Ṡiren̄chāibā
- ଦେ. କ୍ରି. — (କୌଣସି ବସ୍ତୁକୁ) ସମ୍ମାନପୂର୍ବକ ମୁଣ୍ଡରେ ଲଗାଇବା — To touch a thing on one's forehead as a mark of respect or reverence
- ଦେ. କ୍ରି. — [ଉ—ହେଠ ଯେ ବଦନ ହୋଇକରି ଧାନ ପିଣ୍ଡା ଅଗଣାରୁ ଖୁଣ୍ଟି, ଶିରେଞ୍ଚାଇ ତାହା ହାକାର କରିଣ ଥୋଇଛି ଆପଣା ଅଣ୍ଟି—ଧର୍ମ ପୁରାଣ।]