ଶିରେ ବହିବା Ṡire bahibā

  • ଦେ. କ୍ରି — ଶିରୋଧାର୍ଯ୍ଯ କରିବା; ପାଳନ କରିବା — To obey
  • ଦେ. କ୍ରି — [ଉ—ତାହାଙ୍କ ଆଜ୍ଞା ଧରି ଶିରେ, ମନ ଶ୍ରୀକୃଷ୍ଣ ଚରଣରେ। ଭୂପତି—ପ୍ରେମ ପଞ୍ଚାମୃତ।]