ଶିରୀଷ କୋମଳାଙ୍ଗୀ Ṡirīsha komaḻāṅgī
- ସଂ. ବି—(ସ୍ତ୍ରୀ) (ବହୁବ୍ରୀହି — ଶିରୀଷ ପରି ଅଙ୍ଗ ଯାହାର) ଶିରୀଷଫୁଲ ପରି ସୁକୁମାରୀ — With the body as delicate as the Ṡirīsha flower
- ସଂ. ବି—(ସ୍ତ୍ରୀ) (ବହୁବ୍ରୀହି — [ଦ୍ର—ଏଥିର ପୁଲିଙ୍ଗ 'ଶିରୀଷ କୋମଳାଙ୍ଗ; କିନ୍ତୁ ଏ ବିଶେଷଣକୁ କବିମାନେ ପୁରୁଷଙ୍କ ପ୍ରତି ଲଗାଇବା ଶୁଣା— ନାହିଁ।]