ଶିରିଶିରେଇ ଉଠିବା Ṡiriṡirei uṭhibā

  • ଦେ. କ୍ରି — (ଦେହ) ସିର୍ ସିର୍ ହେବା; ଲୋମାଞ୍ଚିତ ହେବା — To bristle
  • ଦେ. କ୍ରି — (ଦେହ) ଜରଜର ବୋଧ ହେବା — To feel feverish
  • ଦେ. ବି. — ଶିହରାଇବା (ଦେଖ) — Ṡiharāibā (See)