ଶିରିମତୀ Ṡrimatī
- ଗ୍ରା. ବି. (ଅଶୁଦ୍ଧ)—(ସଂ. ଶ୍ରୀମତୀ) — ଶ୍ରୀମତୀର ଡାକ ନାମ — The name calling for Ṡrīamatī
- ଗ୍ରା. ବି. (ଅଶୁଦ୍ଧ)—(ସଂ. ଶ୍ରୀମତୀ) — ରାଧିକା — Rādhikā
- ଗ୍ରା. ବିଣ (ସ୍ତ୍ରୀ) — ଶ୍ରୀଯୁକ୍ତା; ସୁନ୍ଦରୀ; ଶୋଭାଯୁକ୍ତା — Graceful; beautiful
- ଗ୍ରା. ବିଣ (ସ୍ତ୍ରୀ) — ସୌଭାଗ୍ୟବତୀ — 3. Lucky (woman)
- ଗ୍ରା. ବିଣ (ସ୍ତ୍ରୀ) — (ଉ—ଚାମୀକର ଚାରୁଶିମତୀ ସେ କେଉଁ ଅମରୀ କବିସୂର୍ଯ୍ୟ କିଶୋରୀ ଚମ୍ପୂଗୀତ।)
- ଗ୍ରା. ବିଣ (ସ୍ତ୍ରୀ) — ଲକ୍ଷ୍ମୀବତୀ (ସ୍ତ୍ରୀ) — Affluent (Woman)