ଶିରିମତୀ ମାହାରାଣୀ Ṡirīmati māhārāṇī

  • (ସ୍ତ୍ରୀ) ଗ୍ରା. ବି—(ସଂ. ଶ୍ରୀମତୀ ଓ ମହାରାଜ୍ଞୀ) ସ୍ୱର୍ଗୀୟ ମହାରାଣୀ ବିକ୍ଟୋରିଆଙ୍କର ଓଡ଼ିଶୀ ଡାକ ନାମ — The name by which the late Queen Victoria was called in Orissa