ଶିରିପଞ୍ଚମୀ Ṡiripaṅchami

  • ଗ୍ରା. ବି (ସଂ. ଶ୍ରୀପଞ୍ଚମୀର ଅଶୁଦ୍ଧ ଉଚ୍ଚାରଣ) — ଶ୍ରୀପଞ୍ଚମୀ; ମାଘ ଶୁକ୍ଳ ପଞ୍ଚମୀ — The 5th day of the bright lunar fortnight of Māgha
  • ଗ୍ରା. ବି (ସଂ. ଶ୍ରୀପଞ୍ଚମୀର ଅଶୁଦ୍ଧ ଉଚ୍ଚାରଣ) — (ଉ—ପଞ୍ଚମୀ ଦିନ ସ୍କନ୍ଧ ଶିରୀ ହେଲେ ଯୁକ୍ତ, ଏଣୁ ଶିରୀପଞ୍ଚମୀ ବୋଲନ୍ତି ସମସ୍ତ— କୃଷ୍ଣସିଂହ. ମହାଭାରତ ବନ।)