ଶିରିଣି Ṡiriṇi

  • ଦେ. ବି.—(ଫା. ଶୀରନୀ); (ତୁଳନାକର ସଂ. ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ) — ମୁସଲ୍ ମାନଙ୍କ ପୂଜିତ ପୀରଙ୍କ ଦେୟ ନୈବେଦ୍ୟ — Offerings made to departed Mahomedan saints
  • ଦେ. ବି.—(ଫା. ଶୀରନୀ); (ତୁଳନାକର ସଂ. ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ) — ମୁସଲମାନଙ୍କ 'ପୀର'ଙ୍କୁ 'ସତ୍ୟ— ପୀର, ବା ସତ୍ୟନାରାୟଣ, ରୂପେ ପୂଜା କରି ପାଲା (ଠିଆ— ପାଲା ଓ ପୋଥି ପୂଜା) କରିବା ଉପଲକ୍ଷରେ ହିନ୍ଦୁମାନେ ତାଙ୍କୁ ଯେଉଁ ମିଷ୍ଟାନ୍ନ ନୈବେଦ୍ୟରୂପେ ଅର୍ପଣ କରନ୍ତି — Offering of sweetmeat made to 'Satyapir' Deity worshipped by the Hindus
  • ଦେ. ବି.—(ଫା. ଶୀରନୀ); (ତୁଳନାକର ସଂ. ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ) — ସତ୍ୟନାରାୟଣଙ୍କୁ ଭୋଗ ଦିଆଯିବା ପାଚିଲା କଦଳି, ଦୁଧ, ଗୁଡ଼ ବା ଚିନି, ମହ, ଘିଅ ଓ ଅଟା ବା ଚାଉଳ ଚୁନା ମିଶାଯାଇ ଚକଟା ହୋଇଥିବା ନୈବେଦ୍ୟ; ଅମୃତ କୁଣ୍ଡ (ଦେଖ) — Amṛuta kuṇḍa (See)
  • ଦେ. ବି.—(ଫା. ଶୀରନୀ); (ତୁଳନାକର ସଂ. ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ) — [ଦ୍ର—ସାଧରଣତଃ 'ବୁନ୍ଦିଆ' ମିଷ୍ଟାନ୍ନ କିମ୍ବା ପାଚିଲା କଦଳୀକୁ ଦୁଧ, ଶର୍କରା ଓ ଅଟା ସଙ୍ଗେ ଚକଟି ତିଆରି କରାଯିବା କଦଳୀଚକଟାକୁ ହିନ୍ଦୁମାନେ ଶିରିଣି କହି ଥାଆନ୍ତି। ହିନ୍ଦୁ ମାନେ 'ମାନସିକ' କରି ସତ୍ୟପୀରଙ୍କୁ ଶିରିଣି ଯାଚନ୍ତି ଓ ମନୋବାଞ୍ଛା ପୂର୍ଣ୍ଣ ହେଲେ (ଯଥା— ପୁତ୍ରାଦି ଲାଭ ହେଲେ ବା ମକଦ୍ଦମା ଡିଗ୍ରୀ ହେଲେ) ପୀରଙ୍କୁ ଶିରିଣି ଭୋଗ ଲଗାନ୍ତି ଓ ପାଲା କରାନ୍ତି। ମୁସଲ୍ମାନ୍ମାନେ କୋରାନ୍ଗ୍ରନ୍ଥରୁ ମନ୍ତ୍ର ପଢ଼ି ପୀରଙ୍କ 'ଶିରିନି' ଫାତିଆ କରନ୍ତି ବା ନୈବେଦ୍ୟ ଅର୍ପଣ କରନ୍ତି ଓ ହିନ୍ଦୁମାନେ ନାରାୟଣ ମନ୍ତ୍ର ପାଠ କରି ସତ୍ୟପୀରଙ୍କୁ ଶିରିଣି ଭୋଗ ଲଗାନ୍ତି ଓ ପୂଜା ସାରିବା ପରେ ଉକ୍ତ ଶିରିଣିକୁ ନିମନ୍ତ୍ରିତ ବ୍ଯକ୍ତିଙ୍କୁ ଓ ଗ୍ରାମ— ବାସୀଙ୍କୁ ଓ ଉପସ୍ଥିତ ବାଳକ ବାଳିକାଙ୍କୁ ବିତରଣ କରନ୍ତି।
  • ଦେ. ବି.—(ଫା. ଶୀରନୀ); (ତୁଳନାକର ସଂ. ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ) — (ଆଦରାର୍ଥକ) ଶ୍ରୀନିବାସର ଡାକ ନାମ — Name for fondly calling Ṡrīnibāsa