ଶିରିଣି ଯାଚିବା Ṡiriṇi jāchibā

  • ଦେ.କ୍ରି — ମନୋବାଞ୍ଛା ସିଦ୍ଧ ହେଲେ ସତ୍ୟପୀର ବା ସତ୍ୟନାରାୟଣଙ୍କୁ ଶିରିଣି ଭୋଗ ଦେବା ପାଇଁ ବା ପାଲା କରିବା ପାଇଁ ମନାସିବା — To vow to offer Ṡiriṇi to Satyapīra Deity on the fulfilment of one's wish