ଶିରି ଦେଖି ନ ପାରିବା Ṡiri dekhi na pāribā

  • ଦେ. କ୍ରି — କୌଣସି ବ୍ଯକ୍ତିର ଭାଗ୍ୟୋଦୟ ବା ବିଭବ ଦେଖି ମନରେ ହିଂସାକରିବା; ପରଶ୍ରୀ ଦେଖି କାତର ହେବା — To envy a person's good fortune; to be pained at another's prosperity