ଶିରି ଦଉଡ଼ା Ṡiridauṟḍ̠ā

  • ଦେ. ବିଣ—(ସଂ. ଶୀର୍ଣ୍ଣ+ଡୋରକ) — ଦଉଡ଼ି ପରି ଶୀର୍ଣ୍ଣ ଶରୀର ବିଶିଷ୍ଟ — Emaciated (like a rope)
  • ଦେ. ବିଣ—(ସଂ. ଶୀର୍ଣ୍ଣ+ଡୋରକ) — (ଯଥା— ସେ ନ ଖାଇ ନ ପିଇ ଶିର ଦଉଡ଼ି ହୋଇ ଗଲାଣି)