ଶିରାଳ Ṡirāḻa

  • ସଂ. ବିଣ (ଶିରା+ବହୁଳାର୍ଥରେ. ଳ) — ଶିରାଯୁକ୍ତ — Having blood vessels or ridges
  • ସଂ. ବିଣ (ଶିରା+ବହୁଳାର୍ଥରେ. ଳ) — ଶିରାବହୁଳ — Abounding in blood vessels
  • ସଂ. ବିଣ (ଶିରା+ବହୁଳାର୍ଥରେ. ଳ) — ଯହିଁରେ ଶିରାମାନେ ବାହାରକୁ ଦେଖା ଯାଏ — Whose blood vessles or ridges are visible or conspicuous
  • ସଂ. ବିଣ (ଶିରା+ବହୁଳାର୍ଥରେ. ଳ) — (ଉ—ଶିରାଳ ଜଘଂ)
  • ବି — କର୍ମରଙ୍ଗା; କରମଙ୍ଗା ଫଳ — A fruit; Averrhoa Carambola