ଶିରାରେ ଶିରାରେ ଭେଦିବା Ṡirāre ṡirare bhedibā

  • ଦେ. କ୍ରି — ଦେହରେ ଶିରା ପ୍ରଶିରା ଦେଇ ଦେହଯାକ ବ୍ୟାପ୍ତ ହେବା — To be suffused in the whole body through the blood vessels
  • ଦେ. କ୍ରି — (ଲକ୍ଷଣାର୍ଥ) ମର୍ମକୁ ଭେଦିବା — (figurative) To pierce into the vital parts; to cut to the quick
  • ଦେ. କ୍ରି — [ଉ— ଯେପରି କୌଣସି ଔଷଧ ବା ବିଷ ଜୀବର ଶିରାରେ ଶିରାରେ ଭେଦିଲେ ତହିଁର ଫଳ ପୂର୍ଣ୍ଣରୂପେ ପ୍ରକାଶ ପାଏ, ସେହିପରି କୌଣସି କଥା କୌଣସି ବ୍ଯକ୍ତିର ମନକୁ ବିଶେଷ ବାଧିଲେ ଏ ବାକ୍ୟ ପ୍ରୟୋଗ କରାଯାଏ।]