ଶିରା ଜାଳ Ṡirā jāḻa

  • ସଂ. ବି—( 6 ଷ୍ଠୀ ତତ୍) — ଛୋଟ ନାଡ଼ୀମାନଙ୍କ ସମୂହ — A number of venis
  • ସଂ. ବି—( 6 ଷ୍ଠୀ ତତ୍) — ଚକ୍ଷୁର ରୋଗବିଶେଷ, ଯହିଁଯୋଗୁଁ ଆଖିର ଧଳା ଅଂଶରେ ନାଲି ମୋଟ ଡୋରାମାନ ପଡ଼ିଯାଏ (ହି. ଶ.) — A kind of eye disease